ମିଠାଦୋକାନୀ ହତ୍ୟା ମାମଲା: ୨ ଦିନ ପରେ ବି ପୁଲିସ ହାତ ଖାଲି, ଶୁଣିଲାନି ପ୍ରଶାସନ ବ୍ୟବସାୟୀ ସଂଘ ଦେଲା ଆର୍ଥିକ ସହାୟତା

ଭୁବନେଶ୍ବର: ଦିନ ଦି’ପହରେ ରାଜଧାନୀର ରାଜ ରାସ୍ତାରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ୍ ଜମ୍ବୁଙ୍କୁ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ହାଣିଲେ। ସମସ୍ତେ ଦେଖୁଥିବା ଅବସ୍ଥାରେ ତାଙ୍କ ବେକକୁ କାଟି ବିଭତ୍ସଭାବେ ହତ୍ୟା କଲେ। ଘଟଣାକୁ ୪୮ ଘଣ୍ଟା ପୂରିଗଲାଣି। ଅଥଚ ପୁଲିସ ଅପରାଧୀମାନଙ୍କ ଟେର୍‌ ପାଉନି। ତଦନ୍ତଭାର ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦିଆଯାଇଥିଲେ ବି ଅପରାଧୀଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ଅଭିଯୁକ୍ତଙ୍କ ବାବଦରେ ସମସ୍ତ ସୂଚନା ଥାଇ ମଧ୍ୟ … Continue reading ମିଠାଦୋକାନୀ ହତ୍ୟା ମାମଲା: ୨ ଦିନ ପରେ ବି ପୁଲିସ ହାତ ଖାଲି, ଶୁଣିଲାନି ପ୍ରଶାସନ ବ୍ୟବସାୟୀ ସଂଘ ଦେଲା ଆର୍ଥିକ ସହାୟତା